By: Prangyan Parimita
Last updated: 19 September 2021, 01:16 PM IST
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ। କହିଲେ, ଗାଁକୁ ଆଗେ ରାସ୍ତା କର ତା ପରେ ମୁଁ ବିବାହ କରିବି। ଜାଣନ୍ତୁ କଣ ଥିଲା ପୂରା ଘଟଣା?