Advertisment

ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ

ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ। ଘରୋଇ କଂପାନିରେ ଶ୍ରମିକମାନଙ୍କୁ ନିର୍ଯାତନା ଅଭିଯୋଗ। ଶ୍ରମିକମାନଙ୍କ ଆନ୍ଦୋଳନ ଭିଡିଓ ଭାଇରାଲ୍।

ଅଦ୍ୟତନ ହୋଇଛି
Advertisment

ଶତାଧିକ ଓଡ଼ଆଙ୍କ ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଶ୍ରମିକ ଫସି ରହିଛନ୍ତି । ଫସିଥିବା ଶ୍ରମିକଙ୍କ ମଧ୍ୟରେ ଖୋର୍ଦ୍ଧା ବାଣପୁର, ବାଲୁଗାଁ ଅଞ୍ଚଳର ଶତାଧିକ ଯୁବକ ଅଛନ୍ତି । ଯାହାକୁ ନେଇ ଚିନ୍ତାର ପଡ଼ିଛନ୍ତି ପରିବାର ଲୋକେ । ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।

Advertisment
Foreign National Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ