Yatra
Advertisment
ଯାତ୍ରା କଳାକାର, ମାଲିକ ଓ ମ୍ୟାନେଜରଙ୍କ ଭିତରେ ସମନ୍ବୟର ଅଭାବ ରହିଛି । କିଏ ବଡ଼ କି କିଏ ସାନ ନୁହଁନ୍ତି । ଯାତ୍ରାରେ ଦେଖାଦେଇଥିବା ବିବାଦ ସାଧାରଣ ନୁହଁ । ଏହି ବିବାଦ ଦୁଷ୍ଟ ପଣ ବୋଲି ଭାବିବା ଉଚିତ । ସମସ୍ତେ ଭାବିବା ଦରକାର ଯାତ୍ରା ପାଇଁ ଦର୍ଶକ ହିଁ ବଡ଼ । ବିବାଦ ଭିତରେ ଜନ୍ମ ନେଇଥିବା ନୂଆ ଯାତ୍ରା ପାର୍ଟି ପ୍ରମୋଦିନୀର ଶୁଭାରମ୍ଭ କରି ପୂର୍ବତନ ଯାତ୍ରା ପାର୍ଟି ମାଲିକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us