Varsha Priyadarshini
Advertisment
ଏ ଫଟୋ ଅନେକ କଥା କହୁଛି । ଏ ଅଭିଯୋଗର ଫର୍ଦ୍ଦ ଏବେ ବି ଗୁମୁରି ଗୁମୁରି କାନ୍ଦୁଛି । ଖାଲି ଫରକ, କହାର ଜୀବନ ନାହିଁ, କେହି ପାଟି ଫିଟାଇ ଚିତ୍କାର କରିପାରୁ ନାହାନ୍ତି । ବର୍ଷାଙ୍କ ପୂର୍ବ ଅଭିଯୋଗ ଗୁଡ଼ାକ ଏବେ କୁଆଡ଼େ ସତ ପାଲଟି ଯାଇଥିବା ପ୍ରଶଂସକ ମାନେ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us