Advertisment

ରଚନା କରୁଛନ୍ତି ରିଟର୍ଣ୍ଣ !

ଖୁବ୍‌ଶୀଘ୍ର ଓଲିଉଡ୍‌କୁ ଫେରୁଛନ୍ତି ରଚନା ବାନାର୍ଜୀ ! ସୁପରଷ୍ଟାର ବାବୁସାନଙ୍କ ସହ ପରଦାରେ ଆସିବେ ନଜର ! ପୁଣି ସାଇଁଟିବେ ପ୍ରଶଂସା, ଜିତିବେ ଓଡ଼ିଆଙ୍କ ହୃଦୟ । ୯୦ ଦଶକରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନୟ କରି ପ୍ରତିଟି ଘରେ ପହଞ୍ଚି ପାରିଥିଲେ ଅଭିନେତ୍ରୀ ରଚନା ବାନାର୍ଜୀ ।

Ollywood Actor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ