Advertisment

ନିଆଁ ଲଗାଇଦେଲେ ବାପା

ପୁଅର ଅସୁସ୍ଥତା ପାଇଁ ସଂଘର ସଭାପତିଙ୍କୁ ଚିଠି ଲେଖିଛନ୍ତି ପୀୟୁଷଙ୍କ ବାପା ନରେନ୍ଦ୍ର ନାଥ ତ୍ରିପାଠୀ । ଟଙ୍କା ନେଣଦେଣକୁ ନେଇ ଯାତ୍ରା ମାଲିକଙ୍କ ସହ ପୀୟୂଷ ବିବାଦକୁ ଆସିବା ପରେ ଏବେ ସାମ୍‌ନାକୁ ଆସିଛି ଏ ଚିଠି । ଯେଉଁଥିରେ ଯାତ୍ରା ଜଗତରୁ ଗୋଟିଏ ବର୍ଷ ପାଇଁ ପୁଅକୁ ଦୂରାଇ ରଖିବାକୁ ପୀୟୂଷଙ୍କ ବାପା କହିଛନ୍ତି

Jatra Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ