JatraControversy
Advertisment
ଯାତ୍ରା ଖଳନାୟକ ସଞ୍ଜୟ ଭୋଳ ମାଷ୍ଟରଙ୍କ ଧମକକୁ ଖାତିର କରିନାହାନ୍ତି। ବରଂ ତାଙ୍କୁ ଭୁଲ ମାଗିବା ପରିବର୍ତ୍ତେ ଯାହା କହିଛନ୍ତି ସେ ଠିକ କରିଛନ୍ତି ବୋଲି କହିଛନ୍ତି। ଆଇ ଡୋଣ୍ଟ କେୟାର କହି ମାଷ୍ଟରଙ୍କୁ ତାତ୍ସଲ୍ୟ କରିଛନ୍ତି। ତା ବୋଲି ଯାତ୍ରା ପାର୍ଟି ଆଗରେ ଲାଇନ ଦେବି ନା କ’ଣ? ମୋ ବାପାର ସମ୍ପତ୍ତି ଅଛି। ଗାଡି ଚଢିବି, ଖାଇବି ଆଉ ବୁଲିବି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us