Advertisment

ନାଣ୍ଡୁ ନାଟର ଗୋବର୍ଦ୍ଧନ !

ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ କଳା କାରନାମା ନେଇ ଏବେ ଚର୍ଚ୍ଚା । ଜଣକ ପରେ ଜଣେ କଳାକାର ନାଣ୍ଡୁଙ୍କ ବିରୁଦ୍ଧରେ ମୁହଁ ଖୋଲିଛନ୍ତି ।

Advertisment

ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ କଳା କାରନାମା ନେଇ ଏବେ ଚର୍ଚ୍ଚା । ଜଣକ ପରେ ଜଣେ କଳାକାର ନାଣ୍ଡୁଙ୍କ ବିରୁଦ୍ଧରେ ମୁହଁ ଖୋଲିଛନ୍ତି । ହାସ୍ୟ ଅଭିନେତା ନରୀ ପଣ୍ଡା, ଅଭିନେତ୍ରୀ ମାମୁନି ପଣ୍ଡା, ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତ ସିଂହାରଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ପୂଜା ।

Advertisment
Jatra Party Jatra Artistes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ