Advertisment

ମୁଣ୍ଡ ପିଟୁଛି କଳାକାର, ମୁରବୀ ଶୂନ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରୀ

ଗତ ୨୦୧୪ରୁ ବର୍ତ୍ତମାନର ୨୦୨୫ ଓଡ଼ିଆ ସିନେମା ଜଗତର ବଛା ବଛା ପୁରୁଖା କଳାକାରଙ୍କୁ ହରାଉଛି । ଫଳରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ମୁରବୀ ଶୂନ୍ୟ ହେବା ସହ ଓଡ଼ିଆ ଦର୍ଶକଙ୍କୁ ଶକ୍ତ ଧକ୍କା ଲାଗୁଛି ।

Advertisment

ମୁରବି ଶୂନ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରୀ । ସରିଯାଇଛି ବାପାଙ୍କ ଯୁଗ । ସମୟରେ ଲୁଚକାଳିରେ ବି ଲୁଚିଗଲେଣି କିଛି ନିଚ୍ଛକ ଓଡ଼ିଆ ମା’ । ଆଉ ନାହାନ୍ତି ବରିଷ୍ଠ କଳାକାର, ନାହାନ୍ତି ସେଦିନର ସେ ଅଭୁଲା ଚେହରା । ଗତ ୨୦୧୪ରୁ ବର୍ତ୍ତମାନର ୨୦୨୫ ଓଡ଼ିଆ ସିନେମା ଜଗତର ବଛା ବଛା ପୁରୁଖା କଳାକାରଙ୍କୁ ହରାଉଛି । ଫଳରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ମୁରବୀ ଶୂନ୍ୟ ହେବା ସହ ଓଡ଼ିଆ ଦର୍ଶକଙ୍କୁ ଶକ୍ତ ଧକ୍କା ଲାଗୁଛି ।

Advertisment
Ollywood Uttam Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ