Advertisment

କଳାଧଳାରୁ କ୍ୟାରିଅର କରି ଓଡ଼ିଆ ସିନେମାକୁ ଝରଣା ଦେଇଥିଲେ ନୂଆ ଦିଶା

୬୦ ଦଶକର କଳାଧଳା ସିନେମା ଯୁଗରୁ ତାଙ୍କ କ୍ୟାରିଅର ଆରମ୍ଭ। ଝିଅଟିଏ ଘରୁ ଗୋଡ଼ କାଢ଼ିଲେ ଯେଉଁ ସମୟରେ ୧୨ କଥା ଶୁଣିବାକୁ ମିଳୁଥିଲା, ସେଇ ସମୟରୁ କଳା କ୍ଷେତ୍ରକୁ ତାଙ୍କ ପ୍ରବେଶ ଆଜିକୁ ପ୍ରାୟ ୬ ଦଶନ୍ଧି ତଳେ ଯେଉଁ କେତେଜଣେ ହାତ ଗଣତି ଅଭିନେତ୍ରୀ ଅଭିନୟ ପ୍ରେମରେ ପଡ଼ି କଳା ଜଗତକୁ ବରଣ କରିିଥିଲେ, ସେଇମାନଙ୍କ ଭିତରୁ ଜଣେ ଝରଣା ଦାସ। ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟରେ ସମସ୍ତଙ୍କୁ ବିଦାୟ ଜଣାଇ ଇହଲୀଳା ସମ୍ବରଣ କରିଛନ୍ତି ବର୍ଷିଆନ୍ ଅଭିନେତ୍ରୀ ଝରଣା ଦାସ ଓରଫ୍ ଝୁମୁ ଦିଦି।

Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ