Actor
Advertisment
ମନରେ ଥିଲା ଦମ୍ଭ କହି ଚାଲିଥିଲେ ଡାଏଲଗ୍। ମୁହଁରେ ରଙ୍ଗ ମାଖି ମଞ୍ଚ ଉପରେ ଅଭିନୟ କରୁଥିଲେ ଆପଣମାନଙ୍କ ପ୍ରିୟ ଜଳିଉଡ୍ର ଆଗଧାଡିର ଅଭିନେତା ଜିତୁ। ଆଉ ଏପଟେ ସବୁ ଦିନ ପାଇଁ ଚିରନିଦ୍ରାରେ ଶୋଇପଡିଥିଲେ ତାଙ୍କ ବାପା। ସବୁ ବେଳେ ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ହସାଉ ଥିବା କନ୍ଦାଉ ଥିବା ଏହି କଳାକାର ନିଜ ଆଖିର ଲୁହକୁ ଆଖିରେ ମାରି, ଛାତିରେ କୋହକୁ ଛାତିରେ ଜାବୁଡି ଧରି କରୁଥିଲେ ନାଟକ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us