nisha
Advertisment
ସିରିୟଲ ତୋରି ପାଇଁ ତୋ ପାଇଁରେ ନୂଆ କରି ,ଏଣ୍ଟ୍ରି କରିଛନ୍ତି ନିଶା । ଘରେ ଝଗଡା କରିବା ଆଉ ଚିକିଙ୍କୁ ହଇରାଣ କରିବାକୁ ପସନ୍ଦ କରୁଛନ୍ତି । ଖଳନାୟିକା ନିଶା ପୂର୍ବରୁ ନିଶା ଓରଫ୍ ସୁଚରିତାଙ୍କୁ ଆପଣ ମାନେ ଉର୍ବି ଚରିତ୍ରରେ ଭଲ ପାଇବା ଦେଇଥିଲେ ଆଉ ଏବେ ନିଶାଙ୍କୁ ଦର୍ଶକ କେତେ ପସନ୍ଦ କରୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us