Advertisment

ଘେରିଲେ ମାଲିକ, ଫସିଲେ ନରୀ

ଚଳିତ ବର୍ଷ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି। କାରଣ ତୁଳସୀ ଗଣନାଟ୍ୟର ମାଲିକଙ୍କ ସହ ତାଙ୍କର ବିବାଦ ପରେ ନରୀଙ୍କୁ ବ୍ୟାନ କରିଛନ୍ତି ଯାତ୍ରା ମାଲିକ ସଂଘ। ଏକାଠି ମିଟିଂ କରି ଯାତ୍ରା ବର୍ଷ ୨୦୨୫-୨୬ ପାଇଁ ନରି ପଣ୍ଡାଙ୍କୁ ବୟକଟ୍ କରାଯାଇଛି ।

Jatra Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ