Anubhav
Advertisment
ବାପାମାଆଙ୍କ ଚରଣରେ ସକଳ ତୀର୍ଥ । ମାଆର ପଣତ, ବାପାଙ୍କ ଛାଇ ଯଦି ଜୀବନରେ ନାହିଁ ତାହେଲେ ଜୀବନ ବୃଥା । ଯାହାଙ୍କ ମୁଣ୍ଡ ଉପରେ ବାପାମାଆଙ୍କ ଆଶୀର୍ବାଦ ରହିଛି ସେ ଜଗତଜିତା ବନିଛି । ପିଲାବେଳେ ଛୁଆକୁ ମୁଣ୍ଡରେ ଧରି ବୁଲାନ୍ତି, ଆଉ ବାପାର ବୟସ ହୋଇଗଲେ ପୁଅ ବାପାଙ୍କର ସେବା କରେ, ଯତ୍ନ ନିଏ । ଏ ସୁନ୍ଦର କାହାଣୀକୁ ଗୀତ ମାଧ୍ୟମରେ ଦେଖିପାରିବେ ଅନୁଭବଙ୍କ ନୂଆ ସିନେମା ଚାରିଧାମରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us