Jatra Proprietor
Advertisment
ଯାତ୍ରା ତୁଳସୀ ମାଲିକ ମହାଓସ୍ତାଦ ? ନାଣ୍ଡୁଙ୍କ ପଛରେ ଲାଗିଲାଣି ଗଦାଗଦା ଅଭିଯୋଗ । ଅଭିନେତାଙ୍କୁ ମାଡ଼ । ଅଭିନେତ୍ରୀଙ୍କ ସହ ରାତି ବିତାଇବାକୁ କରୁଥିଲେ ଡିଲ୍ । ଅଭିନେତ୍ରୀ ପୂଜାଙ୍କ ଖୁଲମଖୁଲା ଅଭିଯୋଗ ପରେ ଏବେ ଆହୁରି ଅଡୁଆ ସୂତାରେ ଛନ୍ଦି ହୋଇଯାଇଛନ୍ତି ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us