Nisha
Advertisment
ଯାତ୍ରା ମଞ୍ଚରେ ନିଶା ମହାରଣାଙ୍କୁ ବିରୋଧ । ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବିରୋଧ କରି ଅଭିନେତ୍ରୀ ନିଶା ମହାରଣା ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ । ଗତକାଲି ଜଟଣୀ ଗଣେଶ ପୂଜା ଅବସରରେ ଏକ ଯାତ୍ରା ଚାଲିଥିବା ବେଳେ ନିଶା ମହାରଣା ଆଇଟମ ଡ୍ୟାନ୍ସ ପ୍ରଦର୍ଶନ କରିବା ବେଳେ ଏଭଳି ସ୍ଥିତି ଉପୁଜିଥିଲା । ତେବେ ଚେୟାର ମାଡ ପରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us