By: Otv Khabar Bureau
Last updated: 15 December 2021, 10:17 AM IST
ଓଟିଭି ପ୍ରତିନିଧି ରାଜଶ୍ରୀ ଶତପଥୀଙ୍କ ଦ୍ୱାରା ଢେଙ୍କାନାଳ ଅଟୋନମସ କଲେଜର ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ.. କଲେଜ କର୍ତ୍ତୃପକ୍ଷ ୩ ଦିନ ଭିତରେ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି