By: Sarbeswar
Last updated: 21 October 2021, 11:39 AM IST
କରୋନା କଟକଣା ମଧ୍ୟରେ ଆଜିଠୁ ଖୋଲିଲା ଏକାଦଶ ଶ୍ରେଣୀ, ୧୮ ମାସ ପରେ କ୍ଲାସ୍କୁ ଆସିଲେ ପିଲା। କଲେଜକୁ ଆସି ବହୁତ ଖୁସି ଲାଗୁଛି ବୋଲି କହିଲେ ପିଲା