Advertisment

ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ହିଁ ଆଲର୍ଟ ଦେଲାଣି AI

ମାଟ୍ରିକ ପରୀକ୍ଷାରେ କପି ଧରିବା ହେଉ କି ବିଶୃଙ୍ଖଳା ରୋକିବା, ବିଭିନ୍ନ କ୍ଷେତ୍ରରେ ଫାଇଦା ଦେଉଛି ପ୍ରଥମ ଥର ପାଇଁ ବ୍ୟବହାର ହୋଇଥିବା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବା AI ।

Advertisment

ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ହିଁ ଆଲର୍ଟ ଦେଉଛି AI । ରୋକୁଛି କପି, ଧରିନେଉଛି ସାମାନ୍ୟ ବିଶୃଙ୍ଖଳା ଓ ଅବ୍ୟବସ୍ଥା । ମଣିଷ ଆଖିକୁ ଚକମା ଦେଇହେଉଛି, କିନ୍ତୁ AI କ୍ୟାମେରାକୁ ନୁହେଁ । ବୋର୍ଡ ପରୀକ୍ଷା ଆରମ୍ଭ ହିଁ ଆକ୍ସନ ମୋଡରେ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା AI । କଟକ ଜିଲ୍ଲା ନରସିଂହପୁର ଅନନ୍ତ ନାରାୟଣ ହାଇସ୍କୁଲରେ ଗତକାଲି ପରୀକ୍ଷା ଚାଲିଥିବା ବେଳେ ହଲ ଭିତରେ ଜଣେ ପୋଲିସ କର୍ମଚାରୀ ପଶିବା AI ଆଲର୍ଟ ଦେବା ପରେ, ଏହାର ତଦନ୍ତ ପାଇଁ DEOଙ୍କୁ ନିର୍ଦ୍ଦେଶ ଦେବା ସହ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରିଛି ବୋର୍ଡ ।

Advertisment
Artificial Intelligence Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ