Advertisment

ଘରୁ ଡାକି ଆଣି ଯୁବକଙ୍କୁ ହାଣି ଦେଲେ

ମାର୍କେଟ ଉପରେ ଗଡ଼ିଲା ମୁଣ୍ଡ। ରକ୍ତ ରଞ୍ଜିତ ହେଲା ବଜାର। ରାସ୍ତାରେ ଖେଳିଲା ରକ୍ତର ନଦୀ। ଘରୁ ଡାକି ଆଣି କଲେ ସଂଘବଦ୍ଧ ଆକ୍ରମଣ। ରୋଡ୍‌ ଉପରେ ହିଁ ଯୁବଙ୍କୁ ହାଣି ମାରିଦେଲେ। ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଷଣ୍ଢପୁରଠାରେ ଘଟିଛି ଏଭଳି କିଛି ଭୟଙ୍କର ହତ୍ୟାକାଣ୍ଡ।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ