Special Story: Ganjam Woman and Newborn Die During Delivery: Family Blames Clinic for Negligence
Advertisment
ଦୁନିଆ ନ ଦେଖିବା ଆଗରୁ ଆଖି ବୁଜିଦେଲା କଅଁଳ ଶିଶୁ। ପର କରି ଚାଲିଗଲା ବର୍ଷକ ତଳେ ହାତ ଧରିଥିବା ପତ୍ନୀ। ହତଭାଗା ସ୍ୱାମୀ କ’ଣ ଆଉ କୋହ ସମ୍ଭାଳି ପାରୁଛି। କ୍ଲିନିକ୍ ବାହାରେ ବୁକୁ ଫଟା ଚିତ୍କାର କରୁଛି, ସ୍ତ୍ରୀ ଓ ଛୁଆକୁ ଫେରାଇ ଆଣିବାକୁ ଗୁହାରି କରୁଛି। ବାହାଘର ଆଲବମ୍କୁ ଛାତିରେ ଜାବୁଡି ଧରି ଲୁହ ଗୁଡାଉଛି। ମୋ ସ୍ତ୍ରୀ ଆଉ ଛୁଆକୁ ଫେରାଇ ଆଣିଦିଅ କହୁଛି ସ୍ୱାମୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us