Advertisment

ମାତ୍ର ଗୋଟିଏ ଭୁଲ୍ ପାଇଁ ଆଜି ପରିବାରଠୁ ଲାଞ୍ଛନା ମିଳୁଛି, ସ୍ୱାମୀଙ୍କୁ କାରାଗାର ଭୋଗିିବାକୁ ପଡିଛି

ବଲାଙ୍ଗିର କାରାଗାରକୁ ନିୟମିତ ଆସି ସ୍ୱାମୀଙ୍କୁ ଭେଟୁଛନ୍ତି । ଦୁଇ ପରସ୍ତର ଲୁହାଜାଲିର ଝରକା ଦେଇ ଦୁଃଖସୁଖ ହେଉଛନ୍ତି । ଆଜିକୁ ବର୍ଷେ ହୋଇଗଲା ଜେଲ୍‌ରେ ସଜା କାଟୁଛନ୍ତି ସ୍ୱାମୀ ଜୟପାଲ ମହାକୁଡ଼ ।

Advertisment

ମାତ୍ର ଗୋଟିଏ ଭୁଲ୍ ପାଇଁ ଆଜି ପରିବାରଠୁ ଲାଞ୍ଛନା ମିଳୁଛି । ସ୍ୱାମୀଙ୍କୁ କାରାଗାର ଭୋଗିିବାକୁ ପଡିଛି । ପତ୍ନୀଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ବାଧ୍ୟ କରିଛି । କୌଣସି ଏକ ସିନେମାର କାହାଣୀଠୁ କମ୍ ନୁହେଁ, ବଲାଙ୍ଗିର ବିଳାସପୁରର ଅଭାଗିନୀ ଡାଙ୍ଗଙ୍କ କାହାଣୀ । ବଲାଙ୍ଗିର କାରାଗାରକୁ ନିୟମିତ ଆସି ସ୍ୱାମୀଙ୍କୁ ଭେଟୁଛନ୍ତି । ଦୁଇ ପରସ୍ତର ଲୁହାଜାଲିର ଝରକା ଦେଇ ଦୁଃଖସୁଖ ହେଉଛନ୍ତି । ଆଜିକୁ ବର୍ଷେ ହୋଇଗଲା ଜେଲ୍‌ରେ ସଜା କାଟୁଛନ୍ତି ସ୍ୱାମୀ ଜୟପାଲ ମହାକୁଡ଼ ।

Advertisment
Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ