marriage
Advertisment
ସ୍ୱାମୀକୁ ଘୋଷାଡି ଘୋଷାଡି ନେଉଛି ସ୍ତ୍ରୀ। କୋର୍ଟ ପରିସରେ ଚାଲିଛି ହାଇଡ୍ରାମା। ପାଟି ତୁଣ୍ଡ ଗାଳିଗୁଲଜ। କ’ଣ ଚାଳିଛି କେହି କିଛି ବୁଝି ପାରୁନାହାନ୍ତି। ଦେଖନ୍ତୁ ଏ ଦୃଶ୍ୟକୁ। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ୱାମୀକୁ କାବୁ କରିଛି ପ୍ରଥମ ସ୍ତ୍ରୀ ଓ ତା’ ଘର ଲୋକେ। ଖାଲି ସେତିକି ନୁହେଁ ତାକୁ ନେଇ ଥାନାରେ ବି ଦେଇଛନ୍ତି। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ୱାମୀକୁ ମିଳିଛି ପେଟେଣ୍ଡ ମେଡିସିନ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us