Advertisment

କେବେ ଶାନ୍ତ ପଡ଼ିବ ରାଜଧାନୀର ପଦ୍ମକେଶରପୁର ଗାଁ?

ଦୀର୍ଘ ୫ ଦିନ ଧରି ଅଶାନ୍ତ ଭୁବନେଶ୍ବରର ପଦ୍ମକେଶରୀପୁର ଗାଁ। ଶନିବାର ରାତିର ଗଣ୍ଡଗୋଳ ପରେ ଗାଁର ଅନେକ ଲୋକଙ୍କ ଘରେ ଚୁଲି ଜଳିନି କି ଗିରଫ ଭୟରେ ଘରକୁ ଫେରୁ ନାହାନ୍ତି ପୁରୁଷ ଲୋକ। ଭୟ ଓ ଆତଙ୍କ ସାଙ୍ଗକୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗାଁର ମହିଳା ଓ ପିଲାଛୁଆ।

Conflict
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ