Vigilance
Advertisment
ଚାଲିଛି ହିସାବ ନିକାସ। ଯାଞ୍ଚ ଚାଲିଛି କାଗଜପତ୍ର। ଗୋଟି ଗୋଟି କରି ଗଣୁଛନ୍ତି ଅଧିକାରୀ ଆଉ ରଖୁଛନ୍ତି ହିସାବ। ଜମିଜମା ଫାଇଲ୍ପତ୍ରର ବି ହେଉଛି ତଲାସି। ଟେବୁଲ ଉପରେ ଥୁଆ ହୋଇଛି ୫୦୦ ଟଙ୍କିଆ ବଣ୍ଡଲ। ଆଉ ମାଳ ମାଳ ଏଟିଏମ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଂଜିନିୟରଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us