Drama
Advertisment
ଜେଲ ଚାରି କାନ୍ଥ ଭିତରୁ ହେଲା ବ୍ଲୁ ପ୍ରିଣ୍ଟ, ଫସାଇବା ପାଇଁ ଆଇନ କୁ କରିଲେ ମୋହରା ହେଲେ ଶେଷରେ ଧରା ପଡିଗଲା ସତ। ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ କାହାଣୀ ଲେଖି ଗିରଫ କରାଇବାକୁ ବିଛାଇଥିଲେ ଫାଶ, ହେଲେ ପୋଲିସ ତଦନ୍ତରେ ଖୋଲିଗଲା ଗୁମର । ଉଦଳା ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ଖୋଲିଲା ସତ। ଅଭିଯୋଗକାରୀ ଯୁବତୀ ଏବଂ ତାଙ୍କ ମାଆ ରଚିଥିଲେ ଏହି ନାଟକ। ନାଟକ ପଛର ଦୁଇ ମାଷ୍ଟରମାଇଣ୍ଡ ବାରିପଦା ଜେଲ ଭିତରୁ ସଜାଇଥିଲେ ବ୍ଲୁପ୍ରିଣ୍ଟ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us