ED
Advertisment
ବାବୁଙ୍କୁ ଦରକାର ମୁହଁ ଢାଙ୍କିବାକୁ କପଡ଼ା । କ୍ୟାମେରା ସାମ୍ନାରେ ମୁହଁ ଲୁଚାଉଛନ୍ତି EDର ବଡ଼ ବାବୁ । କରିଥିଲେ ସରକାରୀ ଚାକିରି, ଉପୁରୀ ହେଉଥିଲା ଏକାଥରେ ୫୦ ଲକ୍ଷ । ବୟସ କମ୍ ହେଲେ କୋଟି ପତି ନିଶା ସବୁ କିଛି ଏବେ ଛାରଖାର୍ କରିଦେଲା । ଏସି ଅଫିସ୍ରୁ ବାହାରି ସିଧା ଲୁହା ହଜତକୁ ଚାଲିଗଲେ ଏ ବଡ଼ ବାବୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us