By: Sarbeswar
Last updated: 15 May 2023, 09:19 PM IST
୯ବର୍ଷ ପରେ କୁକର୍ମର ପ୍ରାୟଶ୍ଚିତ କଲା ମନ୍ଦିର ଚୋର । ନାଁ ଓ ପରିଚୟ ଗୋପନ ରଖି ଫେରାଇଲା ଠାକୁରଙ୍କ ଗହଣା । ଚିଠି ଲେଖିଛି ଢେର ହିନସ୍ତା ହେଲିଣି, ୧୦୧ ଜରିମାନା ଦେଉଛି