The Rising Threat of Smart Criminals in the City of Bhubaneswar
Advertisment
ସାର୍ଟ ସିଟିରେ ବୁଲୁଛନ୍ତି ସ୍ମାର୍ଟ ଚୋର । ନା ସିସିଟିଭିକୁ ଡର ନା ଅଛି ସିକ୍ୟୁରିଟିକୁ ଡର । ପୋଲିସ ତ ସତେ ଯେମେତି ସାଜିଛି ଦେଖାଣାହାରୀ । ପାର୍ବଣ ସମୟ ଆସୁଛି, ହୋଇଯାଆନ୍ତୁ ସାବଧାନ । ତୁଚ୍ଛା ଦିନଟାରେ ଚୋର ବୁଲାଉଛନ୍ତି କଳାକନା । ରାଜଧାନୀରେ କେମିତି ମାତିଛନ୍ତି କନଫିଡେଣ୍ଟ ଲୁଟେରା; ପୂରା ଘଟଣା ଓ ବିଶ୍ଳେଷଣ ଶୁଣନ୍ତୁ ସୁନନ୍ଦନ ମିଶ୍ରଙ୍କ ମୁହଁରୁ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us