Advertisment

Video: ଦେଶବ୍ୟାପୀ ଚର୍ଚ୍ଚାରେ IT ଇଂଜିନିୟର ଅତୁଲ ସୁଭାଷ ମୃତ୍ୟୁ ଘଟଣା

ବେଙ୍ଗଳୁରୁରେ ଅତୁଲଙ୍କ ପତ୍ନୀଙ୍କ ସମେତ ୪ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏଭିତରେ ମହିଳାଙ୍କ ଦ୍ୱାରା ଆଇନର ଦୁରୁପଯୋଗ ବଢ଼ିଚାଲିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

Advertisment

ମର୍ଦ୍ଦ୍ କୋ ଭି ଦର୍ଦ୍ଦ୍ ହୋତା ହେ । ପୁରୁଷକୁ ବି କଷ୍ଟ ହୁଏ । କହିନପାରେନି କି ସହିପାରେନି । ଆଉ ଯନ୍ତ୍ରଣା ସୀମା ଟପିଲେ ବେଳେ ବେଳେ ଚରମ ପରିଣତିର ରୂପ ନିଏ, ଅତୁଲ ସୁଭାଷଙ୍କ ଭଳି । ବିବାହ ବିଚ୍ଛେଦ ପାଇଁ ୩ କୋଟି ମାଗୁଥିବା ଏବଂ ୯ଟି ମିଛ ମାମଲା କରିଥିବା ପତ୍ନୀଙ୍କୁ ଦାୟୀ କରି, ବେଙ୍ଗଳୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ନିଜ ଜୀବନ ହାରିବା ପରେ, ସାରା ଦେଶରେ ତେଜିଛି ପୁରୁଷଙ୍କ ପାଇଁ ନ୍ୟାୟ ଦାବି ।

Advertisment
Bengaluru
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ