By: Sonali Ojha
Last updated: 13 September 2024, 07:48 AM IST
ଅଭିନେତ୍ରୀ ମଲାଇକା ଅରୋରା ବାପାଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାଲିଛି ଜୋରଦାର ଖୋଳତାଡ଼ । କାହିଁକି ଆତ୍ମହତ୍ୟା କଲେ ଅନୀଲ ଅରୋରା ? ଆତ୍ମହତ୍ୟା ପଛର କାରଣ କ’ଣ ? ମାନସିକ ଚାପ ନା ଅନ୍ୟକିଛି ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ମୁମ୍ବାଇ ପୋଲିସ ତଦନ୍ତ କରୁଛି ।