Advertisment

ଚାମ୍ବା, ଗୋଗୋ, ବାବା ନାଁରେ ବିକ୍ରି ହେଉଥିଲା ଗଞ୍ଜେଇ ସିଗାରେଟ

ଶିକ୍ଷାନୁଷ୍ଠାନ ନିକଟରେ ନିଶାକୁ ନାଁ । ଡ୍ରଗ୍ କଣ୍ଟ୍ରୋଲର ଓ ସ୍ପେଶାଲ ଟାସ୍କଫୋର୍ସ ପକ୍ଷରୁ ମିଳିତ ରେଡ଼। ସପିଂ ମଲ, ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ବେଳେ ଧରିଲା ସ୍ପେଶାଲ ଟିମ । ଚାମ୍ବା, ଗୋଗୋ, ବାବା ନାଁରେ ବିକ୍ରି ହେଉଥିଲା ଗଞ୍ଜେଇ ସିଗାରେଟ । ନୟାପଲ୍ଲୀ ଅଞ୍ଚଳରେ ରେଡ଼ ବେଳେ ଗଞ୍ଜେଇ ସିଗାରେଟ , ଫଏଲ ପେପର, ଚିଲମ, ମୁଦୁକ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ