Last updated: 31 May 2022, 11:13 PM IST
ରାତି ପାହିଥିଲେ ହୁଏତ ପ୍ରଥମ ସାବିତ୍ରୀ ପାଳିଥାନ୍ତେ ନବବିବାହିତ ଦଂପତ୍ତି । ସ୍ୱାମୀକୁ ସତ୍ୟବାନ ଭାବି ନିର୍ଜଳା ଉପବାସ ସହ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଥାନ୍ତେ ପତ୍ନୀ । ହେଲେ ସେହି ରାତି ପାହିବା ଆଗରୁ ଅକାଳରେ ପତ୍ନୀ ଚାଲିଗଲେ ଆରପାରିକୁ ।