Last updated: 25 March 2022, 10:41 PM IST
କ୍ୟାମେରାମ୍ୟାନ୍ ମାନସ ଜାଣିଥିଲେ, ଲେଡ଼ି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତ ଆଣ୍ଡ କୋ’ଙ୍କ କବଳରୁ ଆଉ ବର୍ତ୍ତିବେନି । ଏକଥା ବି ଆଶଙ୍କା କରୁଥିଲେ, ମୃତ୍ୟୁର ଶିକାର ହେବା ସୁନିଶ୍ଚିତ । ତେଣୁ ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ଦୟାଲ୍ ଆଶ୍ରମରେ ମାନସ ଛାଡ଼ି ଦେଇଗଲେ ଭାବବିହ୍ୱଳ ଚିଠି ।