Advertisment

ଦୁର୍ଘଟଣାରେ ମରି ନଥିଲେ ସୌନ୍ଦର୍ଯ୍ୟା !

ହାଇଦ୍ରାବାଦର ଜଲପଲ୍ଲୀ ଅଞ୍ଚଳରେ ସୌନ୍ଦର୍ଯ୍ୟା ୬ ଏକର ଜମି କିଣିଥିଲେ। ଏହି ଜମିକୁ ନେଇ ତାଙ୍କ ଏବଂ ମୋହନ ବାବୁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିଲା ବିବାଦ।

Advertisment

ଦୀର୍ଘ ୨୨ ବର୍ଷ ପରେ ପୁଣି ତାଜା ହୋଇଛି ସାଉଥ ସୁନ୍ଦରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ମାମଲା। ତାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଥିବା ନେଇ ଆସିଛି ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଖମ୍ମମ୍‌ ଜିଲ୍ଲାର ଜଣେ ସାମାଜିକ କର୍ମୀ। ତେବେ ସେ ଯାହା ନାଁରେ ଅଭିଯୋଗ କରିଛନ୍ତି ସିଏ ଏମିତି ସେମିତି ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଷ୍ଟାର୍‌। ନାଁ ତାଙ୍କର ମୋହନ ବାବୁ।

Advertisment
Tollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ