crime
Advertisment
ଏ ହେଉଛି ସେହି କାଜୁ ଜଙ୍ଗଲ, ଯେଉଁଠି ଏପ୍ରିଲ ୧୧ ତାରିଖରେ ଗଡ଼ିଥିଲା ମୁଣ୍ଡ । ଏଇଠି ବିଲ୍ଡର ସସ୍ମିତ ବିଶ୍ବାଳଙ୍କୁ ପିଟିପିଟି ହତ୍ୟା କରିଥିଲେ ଦୁବୃର୍ତ୍ତ । ଆଉ ଏ ହେଉଛି ସେହି ମୁଖ୍ୟ ଅଭିଯୁକ୍ତ ଦେବଦତ୍ତ ପରିଡା । ଯିଏ ହତ୍ୟା କରିବା ପରେ ହୋଇଯାଇଥିଲା ଫେରାର୍ । ଘଟଣାର ୨ ମାସ ପରେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଛି ପୋଲିସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us