Advertisment

ମୁଣ୍ଡ ଗଡାଇଥିଲା, ବୁଲଡୋଜର୍ ବୁଲିଲା

ସହଦେବ ନାଏକ ହତ୍ୟା ମାମଲାରେ ଜେସାକୁ ତେସା ନିତି ଆପଣାଇଛି କମିଶନରେଟ ପୋଲିସ। ହଦେବ ହତ୍ୟା ଅଭିଯୁକ୍ତ ଘରେ ବୁଲିଛି ବୁଲଡୋଜର୍।

Advertisment

ସହଦେବ ନାଏକ ହତ୍ୟା ମାମଲାରେ ଜେସାକୁ ତେସା ନିତି ଆପଣାଇଛି କମିଶନରେଟ ପୋଲିସ। ହଦେବ ହତ୍ୟା ଅଭିଯୁକ୍ତ ଘରେ ବୁଲିଛି ବୁଲଡୋଜର୍। ଗଲା 5 ମାସ ହେଲା ପୋଲିସ ସହ ଚୋର-ପୋଲିସ ଖେଳୁଥିଲା ଅଭିଯୁକ୍ତ ରାଜା ନାଏକ, ଶେଷରେ ପଳାତକ ଘୋଷଣା କରି ବୁଲଡୋଜର୍ ଆକ୍ସନ ନେଇଛି ପୋଲିସ।

Advertisment
Murder Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ