Road Romeo
Advertisment
ସୀମା ଟପିଲା ରୋଡ୍ ରୋମିଓଙ୍କ ଉତ୍ପାତ। ଟ୍ୟୁସନ୍ରୁ ଫେରୁଥିବା ଛାତ୍ରୀଙ୍କୁ ଘେରିଗଲେ। ବିଚ୍ ରାସ୍ତାରେ କଲେ ହଇରାଣ। ଖାଲି ସେତିକି ନୁହେଁ ମୁଁ ତତେ ଲଭ୍ କରୁଛି କହି ପ୍ରପୋଜ୍ ବି କଲେ। ଆଉ ଏଥିରେ ଅରାଜି ହେବାରୁ ଛାତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଦେଲେ ଧମକ। ଦୁଷ୍କର୍ମ ସହ ଏସିଡ୍ ମାଡ କରି ମୁହଁ ବିଗାଡି ଦେବାକୁ କହିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us