JyotiMalhotra
Advertisment
ଜଗନ୍ନାଥବଲ୍ଲଭ ଭକ୍ତ ନିବାସର ରୁମ ନମ୍ବର ୨୦୩, ଜ୍ୟୋତି ମାଲହୋତ୍ରା ସାଙ୍ଗରେ କିଏ ଥିଲେ?୩ ଦିନ ରହିବା ପାଇଁ ପ୍ଲାନ କରି ଆସି ୨ ଦିନରେ କାହିଁକି ଚାଲିଗଲେ? ଏଭଳି ଅନେକ ଅସମାହିତ ପ୍ରଶ୍ନକୁ ନେଇ ପୁରୀ ପୋଲିସ ତଦନ୍ତ ଚଳାଇଛି। ୬ ମାସ ବିତିଯାଇଥିବାରୁ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସର ର ସିସିଟିଭି ଫୁଟେଜ ଆଉ ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us