puri
Advertisment
ଘର ଭିତରେ ପୁଳା ପୁଳା ସୁନା। ମେଞ୍ଚା ମେଞ୍ଚା ଅଳଙ୍କାର। ସୁନାର ହାତୀ। ତା’ ସହ ବିଡ଼ା ବିଡ଼ା ଟଙ୍କା । ଆପଣ ଭାବୁଥିବେ ଇଏ କୌଣସି ବ୍ୟାଙ୍କ ଲକରର୍ ଦୃଶ୍ୟ । କିନ୍ତୁ ନୁହେଁ ଜଣେ ମହିଳାଙ୍କ ଘରୁ ମିଳିଛି ଏତେ ପରିମାଣର ସୁନା ଓ ଟଙ୍କା। ରେଡ୍ ବେଳେ ଏସବୁ ଜିନିଷ ଦେଖି ପୋଲିସ ଟେରା ହୋଯାଇଛି। ଯିଏ ବି ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us