Obscene Video
Advertisment
ଏବେ ବି ସସ୍ପେନ୍ସ ଭିତରେ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା । ୫ ଦିନ ପରେ ବି ଘଟଣା ଉପରୁ ହଟି ପାରୁନି ପରଦା । କେମିତି ଛାତ୍ରୀଙ୍କ ମୃତ୍ୟୁ ହେଲା ? ନିଜେ ଜଳିଥିଲେ ନା ତାଙ୍କୁ କିଏ ଜାଳି ଦେଇଥିଲା ? ଏହାକୁ ନେଇ ଏବେ ବି ଜାରି ରହିଛି ସନ୍ଦେହ । ତେବେ ଏସବୁ ଭିତରେ ପୋଲିସ୍ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଯୁବତୀଙ୍କ ବୟଫ୍ରେଣ୍ଡ ପ୍ରମୋଦ ବେହେରାଙ୍କୁ ଗିରଫ କରିଛି ପୋଲିସ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us