Patnagarh
Advertisment
ଫାଶୀ ଖୁଣ୍ଟରେ ଝୁଲିବ କି ପିଶାଚ ପୁଞ୍ଜିଲାଲ ? ଆଜୀବନ ସଜା ନୁହେଁ କଠୋର ଦଣ୍ଡ ? ପୁଞ୍ଜିଲାଲକୁ ଫାଶୀ ହେଲେ ସୌମ୍ୟଙ୍କୁ ମିଳିବ ନ୍ୟାୟ ? ଦୀର୍ଘ ୭ ବର୍ଷର ବାରମ୍ବାର ଶୁଣାଣି ପରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ରାୟ ଆସିଛି । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ADJ କୋର୍ଟ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us