Advertisment

ଇଂରାଜୀ ଅଧ୍ୟାପକରୁ ହତ୍ୟାକାରୀ

୭ ବର୍ଷର ତଦନ୍ତ ଆଉ ନ୍ୟାୟିକ ପ୍ରକ୍ରିୟା, ୨ ହଜାର ପୃଷ୍ଠାର ଚାର୍ଜସିଟ୍, ୬୦ରୁ ଅଧିକ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ସାଙ୍ଗକୁ ପକ୍ଷ ଓ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ ମଧ୍ୟରେ ବଲାଙ୍ଗୀର ପାର୍ସଲବୋମା ହତ୍ୟାକାଣ୍ଡର ଆସିଛି ରାୟ।

Advertisment

୭ ବର୍ଷର ତଦନ୍ତ ଆଉ ନ୍ୟାୟିକ ପ୍ରକ୍ରିୟା, ୨ ହଜାର ପୃଷ୍ଠାର ଚାର୍ଜସିଟ୍, ୬୦ରୁ ଅଧିକ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ସାଙ୍ଗକୁ ପକ୍ଷ ଓ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ ମଧ୍ୟରେ ବଲାଙ୍ଗୀର ପାର୍ସଲବୋମା ହତ୍ୟାକାଣ୍ଡର ଆସିଛି ରାୟ। ପାଟଣାଗଡ଼ ADJ କୋର୍ଟ ମାମଲାର ପୁଙ୍ଖାନୁପୁଙ୍ଖୁ ବିଚାର କରି ଅଭିଯୁକ୍ତ ପୁଞ୍ଜିଲାଲ ମେହରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment
Bolangir Patnagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ