OTP sharing scam
Advertisment
ହନି ଆଉ ମନିଟ୍ରାପରେ ପଡ଼ି ଓଡ଼ିଆ ଯୁବକ ଯୁବତୀ ଶତ୍ରୁପକ୍ଷଙ୍କୁ ଟେକିଦେଇଛନ୍ତି କି ସୁରକ୍ଷା ସଂପର୍କିତ ତଥ୍ୟ ? ଓଟିପି ସେୟାରିଂ ମାମଲାରେ ଗିରଫ ଓଡ଼ିଆ ଯୁବକଙ୍କ ସହ ଲିଙ୍କ୍ ଥିବା ଅଭିଯୁକ୍ତ ଅଭିଜିତ୍ ଜୁମ୍ବରେକୁ ATS, IB ଏବଂ STFର ଜେରା ପରେ ଆଜି ଭୁବନେଶ୍ବରରେ ଘାଣ୍ଟୁଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନସି-NIA। ସାମ୍ନାକୁ ଆସିଛି ଟେରର୍ ଫଣ୍ଡିଂ ସହ ଆର୍ମି ଅଫିସରଙ୍କୁ ଟ୍ରାପ୍ କରି ଚର୍ଚ୍ଚାକୁ ଆସିଥିବା ଫାତିମାର ଲିଙ୍କ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us