One More Viral Video Of KBN Group
Advertisment
ରାଜଧାନୀରେ ମାତିଛନ୍ତି କେବିଏନ୍ ଗ୍ରୁପ୍ । ନା କାହାକୁ ଅଛି ଡର, ନା କାହା ପ୍ରତି ଭୟ । ହାତରେ ମାଉଜର୍, ଆଉ ଫାଏର ହେଉଛି ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗୁଳି । ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହୋଇଛି । ଶୁଣନ୍ତୁ ଏହାର ପୁରା ଘଟଣା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us