Advertisment

ହୁତୁ ହୁତୁ ଜଳୁଥିଲା ସ୍ୱାମୀ ଜାଳୁଥିଲେ ବାପା ସାବତ ମା’!

ସମ୍ପତ୍ତି ପାଇଁ ହେଲା ସର୍ବନାଶ। କାଳ ହେଲା ଜମି ବାଡ଼ି ଲୋଭ। ନିଜ ବାପା ବି ଅନାଇଲାନି ପୁଅକୁ। ପିଠିରେ ବୋହି ଆଣିଥିବା ସାନ ଭାଇ ବି ହୋଇଗଲା ପର। ସମ୍ପତ୍ତି ଆଗରେ ତୁଚ୍ଛ ହୋଇଗଲା ରକ୍ତ ସମ୍ପର୍କ। ଆଉ ଏପଟେ ସାବତ ମା’ ବି ସାଜିଲା ପିଶାଚିନୀ । ପୁଅ ଉପରେ ପେଟ୍ରୋଲ ଢ଼ାଳି ଜାଳି ଦେଲେ। ଆଖି ବୁଜିବା ପୂର୍ବରୁ ତାଙ୍କ ସହ ଘଟିଥିବା ଗୋଟି ଗୋଟି କଥା ସବୁ ବଖାଣିଛନ୍ତି ଯୁବକ।

ଅଦ୍ୟତନ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ