crime
Advertisment
ଭଗବାନଙ୍କ ନାଁ ନେଇ ବାବା କରୁଥିଲେ ପାପ। ମହିଳାଙ୍କୁ ଠାକୁର ସେବା ଆଳରେ ଡାକୁଥିଲେ। ଅନ୍ୟ କାମରେ ଲଗାଉଥିଲେ। ଖାଲି ସେତିକି ନୁହେଁ ଏକୁଟିଆ ପାଇ କରୁଥିଲେ ଦୁଷ୍କର୍ମ। ରାତି ଅଧରେ ରୁମ୍କୁ ପଶୁଥିଲେ। ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ଜବରଦସ୍ତ ରଖୁଥିଲେ ଶାରୀରିକ ସମ୍ପର୍କ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us