murder
Advertisment
କାନ୍ଦ ବୋବାଳିରେ ଫାଟୁଛି। ଛାତି ପିଟି କାନ୍ଦୁଛି ମା’। ଝିଅକୁ ଜାବୁଡି ଧରି ବାହୁନି କାନ୍ଦୁଛନ୍ତି ପରିବାର ଲୋକେ। କୁଆଡେ ଗଲୁ ମାମାଲି କହି ମୁଣ୍ଡ ପିଟୁଛନ୍ତି। ଆଉ ଏପଟେ ଝିଅକୁ ଯେତେ ଉଠାଇଲେ ବି ଉଠୁନି। କାନ୍ଥରୁ ଲିଭିନି ବାହା ଚିତା, କି ପାଦରୁ ଧୋଇ ହୋଇନି ଅଳତା। ସଂସାର କରିବା ପୂର୍ବରୁ ଯୌତୁକ ଜୁଇରେ ଶୋଇପଡିଛି ୩ ମାସର ନବବଧୂ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us