By: Sarbeswar
Last updated: 12 August 2023, 06:16 PM IST
କଟି ଯାଇଥିବା ବୁଢ଼ା ଅଙ୍ଗୁଳିକୁ ଯୋଡ଼ିବା ପାଇଁ କହି ରାୟପୁରର ଏକ ହସପିଟାଲ ସମ୍ବଲପୁର ହୀରାକୁଦର ଜଣେ ଯୁବକଙ୍କ ଅଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ଏହାସହ ସଂପୃକ୍ତ ହସପିଟାଲ ୩ଲକ୍ଷ ୫୦ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି