tahasildar have 5 pan card
Advertisment
ନାଁ ରାମଚନ୍ଦ୍ର ଜେନା । ବାପାଙ୍କ ନାଁ କେତେବେଳ ଖଗେଶ୍ୱର ଜେନା ତ କେତେବେଳ ବୈଷ୍ଣବ ଜେନା ପୁଣି ଆଉ କେତେବେଳେ ନାରାୟଣ ଜେନା । ଟଙ୍କା ଲୋଭରେ ବଦଳାଇ ଦେଲେ ବାପାଙ୍କ ନାଁ । ତହସିଲଦାରଙ୍କ ତିନି ଜଣ ବାପା । ଆମେ ନୁହେଁ, ତାଙ୍କ ପାନ୍ କାର୍ଡ଼ ହିଁ ଏହା ଦର୍ଶାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us